Home Oriya Odia Dictionary

Download Oriya Odia Dictionary APP

Lot Oriya Odia Meaning

ଅମାର, ଗଦା, ଚୟ, ଜମା, ବାଣ୍ଟିବା, ବିତରଣ କରିବା, ରାଶି, ସମ୍ଭାର, ସଂଶ୍ଳିଷ୍ଟ

Definition

ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
ସେହି ନିଶ୍ଚିତ ଓ ଅଟଳ ଦୈବୀ ବିଧାନ ଯାହା ଅନୁସାରେ ମୂଳରୁ ହିଁ ମଣିଷର ସବୁ କାର୍ଯ୍ୟ ନିୟନ୍ତ୍ରିତ ହେଉଛି ବୋଲି

Example

ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା
ଆପଣ ଆପଣଙ୍କ କାରକୁ ପାର୍କିଂ ଲାଟରେ ରଖନ୍ତୁ