Home Oriya Odia Dictionary

Download Oriya Odia Dictionary APP

Love Oriya Odia Meaning

ଅତିପ୍ରିୟ, ଅନୁରଞ୍ଜନ, ଅନୁରାଗ, ପରମପ୍ରିୟ, ପ୍ରଣୟ, ପ୍ରୀତି, ପ୍ରେମ, ମମତ୍ତ୍ବ, ରତିକରିବା, ରମଣକରିବା, ରାଗ, ସମ୍ଭୋଗକରିବା, ସ୍ନେହ କରିବା

Definition

ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
କାମ ରୂପରେ ପରିଚିତ ଦେବତା
ବହୁତ ନିକଟର ବା ବହୁତ ପାଖରେ
ଆସକ୍ତ ହେବାର ଅବସ୍ଥା ବା ଭାବ
ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି

Example

ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
ପିଲାମାନଙ୍କୁ ମା’ ହିଁ ସବୁଠୁ ବେଶୀ ସ୍ନେହ କରନ୍ତି
ସେ ତା’ର ରୁଚି ଅନୁସାରେ ହିଁ କିଛି କାମ କରିଥାଏ
କାମଦେବ ପ୍ରୀତିଙ୍କ ଠାରୁ ରତିଙ୍କର ଅଧ