Home Oriya Odia Dictionary

Download Oriya Odia Dictionary APP

Lower Oriya Odia Meaning

ଓହ୍ଲାଇବା, କ୍ରୋଧାନ୍ବିତ ହେବା

Definition

କୌଣସି ସଂଖ୍ୟାରୁ କୌଣସି ସଂଖ୍ୟା ଫେଡ଼ିବା କ୍ରିୟା
ଯାହା ପରିମାଣରେ କମ୍‌
ଯାହାର ଭାଉ ବା ଦାମ୍‌ କମିଯାଇଛି ବା ଖସିଯାଇଛି
କୌଣସି ବସ୍ତୁ, ଅଙ୍କଆଦିରୁ କୌଣସି ଅଂଶ ବାହାର କରିବା ବା କମ କରିବା
ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା

Example

ବିୟୋଗ କଲାପରେ ଉତ୍ତର ଚାରି ହେଲା
ସରକାର ଦୈନିକ ଆବଶ୍ୟକୀୟ ଜିନିଷଗୁଡ଼ିକର ମୂଲ୍ୟ କମ୍‌ କଲେ
ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା
ମୋହନ ଟ୍ରକରୁ ଜିନିଷ ଓହ୍ଲାଉଛି
ବିଦ୍ୟାର୍ଥୀମାନେ