Loyal Oriya Odia Meaning
ଦେଶଭକ୍ତ
Definition
କାହାରି ପ୍ରତି ନିଷ୍ଠା, ଶ୍ରଦ୍ଧା, ବା ଭକ୍ତି ରଖିବା ଲୋକ
ଯାହାକୁ ବିଶ୍ୱାସ କରାଯାଇପାରେ ବା ଯାହା ଉପରେ ବିଶ୍ୱାସ ଥାଏ
ସେହି ବ୍ୟକ୍ତି ଯାହାଙ୍କୁ ବିଶ୍ୱାସ କରାଯାଇ ପାରେ ବା ଯେ ବିଶ୍ୱାସର ପାତ୍ର
ଯେ ସଚ୍ଚା ହୃଦୟରେ ନିଜ ଦେଶର ଉନ୍ନତି ଓ କଲ୍ୟାଣ ଚାହେଁ ଏବଂ ତାହାର ସିଦ୍ଧିପାଇଁ
Example
ତୁଳସୀଦାସ ଭଗବାନ ରାମଙ୍କ ପ୍ରତି ନିଷ୍ଠାବାନ ଥିଲେ
ଶ୍ୟାମ ଜଣେ ବିଶ୍ୱାସନୀୟ ବ୍ୟକ୍ତି
କଳିଯୁଗରେ ବିଶ୍ୱାସପାତ୍ର ମିଳିବା ବହୁତ କଷ୍ଟ
ଆଜାଦ, ଭଗତ ସିଂଙ୍କ ଭଳି ଦେଶଭକ୍ତମାନେ ସ୍ୱାଧୀନତାପାଇଁ ଆତ୍ମବଳି ଦେଇଥିଲେ
ମୋହନ ତା ପତ୍ନୀ ପ୍ରତି ନିଷ୍ଠାବାନ
ଦେଶଭକ୍ତ
Face in Oriya OdiaBahrain Dinar in Oriya OdiaFirst in Oriya OdiaEnclose in Oriya OdiaBarb in Oriya OdiaVictuals in Oriya OdiaPakistani in Oriya OdiaConveyance in Oriya OdiaHide in Oriya OdiaDeficiency in Oriya OdiaBodily Structure in Oriya OdiaFlag in Oriya OdiaGamy in Oriya OdiaHatchet Job in Oriya OdiaPartial in Oriya OdiaSwank in Oriya OdiaChess Opening in Oriya OdiaPuzzle in Oriya OdiaStruma in Oriya OdiaPick Up in Oriya Odia