Home Oriya Odia Dictionary

Download Oriya Odia Dictionary APP

Loyalist Oriya Odia Meaning

ବିଶ୍ବାସପାତ୍ର, ବିଶ୍ବାସଭାଜନ, ଭରସାହେବା ବ୍ୟକ୍ତି

Definition

ଯାହାକୁ ବିଶ୍ୱାସ କରାଯାଇପାରେ ବା ଯାହା ଉପରେ ବିଶ୍ୱାସ ଥାଏ
ସେହି ବ୍ୟକ୍ତି ଯାହାଙ୍କୁ ବିଶ୍ୱାସ କରାଯାଇ ପାରେ ବା ଯେ ବିଶ୍ୱାସର ପାତ୍ର

Example

ଶ୍ୟାମ ଜଣେ ବିଶ୍ୱାସନୀୟ ବ୍ୟକ୍ତି
କଳିଯୁଗରେ ବିଶ୍ୱାସପାତ୍ର ମିଳିବା ବହୁତ କଷ୍ଟ