Home Oriya Odia Dictionary

Download Oriya Odia Dictionary APP

Lukewarm Oriya Odia Meaning

ଅନୁତ୍ସାହୀ, ଉତ୍ସାହହୀନ, ଉଷୁମ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ

Definition

ଯେ କିଛି କାମ କରେ ନାହିଁ
ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ
ଯେ ଆସକ୍ତ ନୁହେଁ
ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି
ଯେ ସାଂସାରିକ ବସ୍ତୁ ତଥା ସୁଖ

Example

କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା
ସେ ଦେଶଦୁନିଆ ପ୍ରତି ଅନାସକ୍ତ
ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗ