Home Oriya Odia Dictionary

Download Oriya Odia Dictionary APP

M Oriya Odia Meaning

୧୦୦୦, ଏକସହସ୍ର, ଏକହଜାର, ଦଶ ଶହ, ମିଟର, ସହସ୍ର, ହଜାର

Definition

ଯେଉଁ ଯନ୍ତ୍ରଦ୍ୱାରା କୌଣସି ଚାଲୁଥିବା ବସ୍ତୁଆଦିର ଗତି ମପାଯାଇଥାଏ
ଦଶ ଶହ
ଯେଉଁ ଯନ୍ତ୍ର ସାହାଯ୍ୟରେ ଘରକୁ ଆସୁଥିବା ପାଣି ମପା ଯାଇଥାଏ
ଘର ବା କାରଖାନା ଆଦିରେ ଖର୍ଚ୍ଚ ହେଉଥିବା ବିଜୁଳି ମାପିବାର ଯନ୍ତ୍ର
ଲମ୍ବ ମାପିବାର ଏକ ମାପ
ଦଶକୁ ଶହେରେ ଗୁଣ

Example

ଏହି ଯାନର ଗତିମାପକ କାମ କରୁନାହିଁ
ସେ ମୋଠାରୁ ଏକ ହଜାର ଟଙ୍କା ଧାର ନେଲେ
ଟାଙ୍କିର ମିଟର ଖରାପ ହୋଇଯାଇଛି
ଆମ ଘରେ ଦୁଇଟି ମିଟର ଲାଗିଛି
ସାର୍ଟ ତିଆରି କରିବାପାଇଁ ଅଢେଇ ମିଟର କନା