Home Oriya Odia Dictionary

Download Oriya Odia Dictionary APP

Magisterial Oriya Odia Meaning

ପ୍ରଭାବଶାଳୀ

Definition

କୌଣସି ଅଧିକାରୀଙ୍କଦ୍ୱାରା ବା ଅଧିକାରପୂର୍ବକ କରାଯାଇଥିବା ବା କୁହାଯାଇଥିବା
ଯାହାର ଆଦେଶ ମିଳିଛି
ଯାହାର ପ୍ରତାପ ବା ପ୍ରଭାବ ହୁଏ
ଯେଉଁଥିରେ ପ୍ରଭାବ ଥାଏ

Example

ଆଦେଶାତ୍ମକ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ଉଚିତ୍‌
ପ୍ରଭାବଶାଳୀ ଠାକୁରଙ୍କୁ ଗାଁର ସବୁଲୋକ ସମ୍ମାନ ଦିଅନ୍ତି
ସେ ପ୍ରଭାବଶାଳୀ ସ୍ୱରରେ କହିଲା କି ଆଜି ଏହି କାମ ହେବା ଦରକାର