Home Oriya Odia Dictionary

Download Oriya Odia Dictionary APP

Maharaja Oriya Odia Meaning

ଅଧିରାଜ, ଅଧୀଶ୍ବର, ମହାରାଜା, ରାଜେଶ, ରାଜେଶ୍ବର

Definition

ଯେଉଁ ରାଜାଙ୍କ ରାଜ୍ୟ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ
ବିଖ୍ୟାତ ହିନ୍ଦୁ ରାଜା
ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ

Example

ଦଶରଥ ଜଣେ ଚକ୍ରବର୍ତ୍ତୀରାଜା ଥିଲେ
ଜଣେ ମହାରାଜାଙ୍କ ଅଧୀନରେ ଅନେକ ରାଜା ଥାଆନ୍ତି