Home Oriya Odia Dictionary

Download Oriya Odia Dictionary APP

Maintain Oriya Odia Meaning

ଚଳାଇବା, ଜଗିବା, ଧାରଣ କରିବା, ନିର୍ବାହ କରିବା, ପହରାଦେବା, ରକ୍ଷାକରିବା, ରଖିବା, ସମ୍ଭାଳିବା, ସୁରକ୍ଷିତ ରଖିବା, ସ୍ଥାପନ କରିବା

Definition

କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ବ୍ୟବହାର ବା କାମରେ ଆଣିବା
ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
କୌଣସି କାମ, ସ୍ଥିତି ଆଦି ଜାରି ରଖିବା

Example

ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
ଆମେ ରାତିରେ କାମ ଚାଲୁ ରଖିଲୁ