Maintenance Oriya Odia Meaning
ଜୀବନ ବୃତ୍ତି, ଜୀବିକା, ଦେଖାଶୁଣା, ବୃତ୍ତି, ଯତ୍ନ, ରକ୍ଷଣାବେକ୍ଷଣ, ରକ୍ଷା
Definition
ଭୋଜନ, ବସ୍ତ୍ରଆଦି ଦେଇ ଜୀବନ ରକ୍ଷା କରିବା କ୍ରିୟା
ସାଧନ କରିବାର ପ୍ରକ୍ରିୟା
କୌଣସି ଜିନିଷ ବା କାମର ଦେଖାଶୁଣା କରିବା ସହ ତାକୁ ଭଲଭାବରେ ଚାଲୁରଖିବାର ପ୍ରକ୍ରିୟା ବା ଭାବ
Example
ଯଶୋଦା କୃଷ୍ଣଙ୍କର ଲାଳନ ପାଳନ କରିଥିଲେ
ଆଜିକାଲି ଯୌଥ ପରିବାରରେ ଲୋକଙ୍କ ଗୁଜୁରାଣ ମେଣ୍ଟୁନାହିଁ
ଉତ୍ତମ ରକ୍ଷଣାବେକ୍ଷଣଦ୍ୱାରା ବସ୍ତୁଗୁଡ଼ିକ ଅଧିକ ଦିନ ସୁରକ୍ଷିତ ରହେ
ଆମ ଶରୀର ଭୋଜନରେ ପୋଷଣ ହୁଏ
Idiot in Oriya OdiaChronological Sequence in Oriya OdiaCall in Oriya OdiaBalarama in Oriya OdiaSuiting in Oriya OdiaGo Into in Oriya OdiaSenior in Oriya OdiaBelarusian in Oriya OdiaAddle in Oriya OdiaBackyard in Oriya OdiaPenetrable in Oriya OdiaInterconnected in Oriya OdiaGrant in Oriya OdiaDispatch in Oriya OdiaVomit Up in Oriya OdiaHide in Oriya OdiaAbove-mentioned in Oriya OdiaSeveralize in Oriya OdiaBalmy in Oriya OdiaFond Regard in Oriya Odia