Home Oriya Odia Dictionary

Download Oriya Odia Dictionary APP

Major Oriya Odia Meaning

ଅଗ୍ରଜ, ଅଧିକ, ଅଧିକତର, ଅଧିକାଂଶ, ପ୍ରଧାନ, ପ୍ରମୁଖ, ବୟସ୍କ, ବହୁଅଂଶ, ମୁଖ୍ୟ, ମୁଖ୍ୟ ସ୍ୱରଗ୍ରାମ, ମୂଖ୍ୟ ବିଷୟ ହେବା, ମୂଖ୍ୟବିଷୟ ରୂପେ ପଢିବା, ଯୁବକ

Definition

ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି
କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
ଯାହାଙ୍କ ପାଖରେ ଧନ ଦୌଲତ ଅଛି ବା ଯେ ଧନ ସମ୍ପର୍ଣ୍ଣ
ଯେ କୌଣସି କ୍ଷେତ୍ରର ମୁଖିଆ
ଯେ ବହୁତ ଭଲ
କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ
ଯାହା ମାତ୍ରାରେ ଅଧିକ
ଯେ

Example

ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ
ଧନାଢ଼୍ୟ ବ୍ୟକ୍ତିମାନଙ୍କ ସ୍ୱଭାବ ଫଳନ୍ତି ଗଛ ପରିହେବା ଉଚିତ
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ଅଟଳଜୀ ଭାଜପାର ମୁଖିଆ
ମହାତ୍ମା ଗାନ୍ଧି ଜଣେ ମହାନ୍‌ ବ୍ୟକ୍ତି ଥିଲେ
ସାହସୀ