Home Oriya Odia Dictionary

Download Oriya Odia Dictionary APP

Majority Oriya Odia Meaning

ଅଧିକ ଅଂଶ, ଅଧିକ ଭାଗ, ଅଧିକାଂଶ, ବହୁମତ, ସର୍ବସମ୍ମତି

Definition

କୌଣସି ବସ୍ତୁଆଦିର ଅଧାରୁ ଅଧିକ ଭାଗ
ଗଣତିରେ ଅନ୍ୟମାନଙ୍କ ଅପେକ୍ଷା ବା ତୁଳନାରେ ଅଧିକ
କୌଣସି ବର୍ଗ ବା ସମୂହର ଅଧାରୁ ଅଧିକ ଲୋକ ଯେଉଁମାନଙ୍କ ବିଚାରଧାରା ସମାନ
କୌଣସି ବର୍ଗ ବା ସମୂହର ଅଧାରୁ ଅଧିକ ଲୋକଙ୍କ ମତ
ଅଧିକ

Example

ବଢ଼ି କାରଣରୁ ପୂର୍ବାଞ୍ଚାଳର ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ିଗଲା
ଭାରତରେ ହିନ୍ଦୁ ସଂଖ୍ୟାଧିକ
ବହୁମତକୁ ଆଖିଆଗରେ ରଖି ଏହି ନିର୍ଣ୍ଣୟ ନିଆଯାଇଛି
ଏହି ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିବ ନାହିଁ
ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ