Home Oriya Odia Dictionary

Download Oriya Odia Dictionary APP

Make Oriya Odia Meaning

ଆଗମନ କରିବା, ଆୟୋଜନ କରିବା, ଆୟୋଜିତ ହେବା, ଆସିବା, ଉଠିବା, ଉତ୍ପନ୍ନ କରିବା, ଉପନୀତ ହେବା, ଉପସ୍ଥିତ ହେବା, କରିବା, କରେଇବା, କାରଣ ହେବା, ଗଢିବା, ଜାତ କରିବା, ତିଆରି ହେବା, ତିଆରିକରିବା, ନିମିତ୍ତ ହେବା, ନିମିତ୍ତହେବା, ନିଯୁକ୍ତ କରିବା, ନିର୍ମାଣ କରିବା, ପହଞ୍ଚିବା, ପାଇବା, ପ୍ରାପ୍ତକରିବା, ବନାଇବା, ମିଶାଣ କରିବା, ମିଶେଇଦେବା, ଯୋଗ??, ଯୋଗକରିବା, ଯୋଡିବା, ସୃଷ୍ଟି କରିବା, ହାସଲ କରିବା, ହେତୁ ହେବା, ହେତୁହେବା

Definition

ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
କୌଣସି କାମଆଦିର ଆରମ୍ଭ ହେବା
କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ

Example

ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
ସେ ମାଟିର ମୂର୍ତ୍ତି ତିଆରି କରୁଛି
ଘଣ୍ଟା ମରାମତବାଲା ଘଣ୍ଟା ମରାମତି କରୁଛି
ଆଜି ଆନନ୍ଦ ରାହୁଳକୁ ଖୁବ୍ ବୋକା ବନେଇଲା
ବିଧାୟକମାନେ ଯୋଗ