Home Oriya Odia Dictionary

Download Oriya Odia Dictionary APP

Malapropos Oriya Odia Meaning

କୁସମୟ, ଖରାପ ସମୟ, ଦୁଃସମୟ

Definition

ସମୟ ଅନୁସାରେ ନୁହେଁ ବା ଭୁଲ୍‌ ସମୟରେ
ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
ଉପଯୁକ୍ତ ହୋଇନଥିବା ସମୟ
ଯେଉଁ ଦିନ କଷ୍ଟ ଦେଲାଭଳି ଘଟଣା ଘଟେ

Example

ମୁଁ ଆପଣଙ୍କୁ ଗୋଟିଏ ପଇସା ବି ଦେଇପାରିବି ନାହିଁ କାରଣ ଆପଣ ଅସମୟରେ ଆସିଛନ୍ତି
ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
ଅନୁପଯୁକ୍ତ ସମୟରେ କୌଣସି କାମ କରିବା ଉଚିତ ନୁହେଁ
ଖରାପଦିନ ପରେ