Home Oriya Odia Dictionary

Download Oriya Odia Dictionary APP

Male Oriya Odia Meaning

ଅଣ୍ଡିରା, ନର, ପୁଂଜାତୀୟ, ପୁରୁଷ

Definition

ନର ଜାତିର ମନୁଷ୍ୟ
ବ୍ୟାକରଣରେ ସର୍ବନାମର ସେହି ପ୍ରଭେଦ ଯେଉଁଥିରୁ ସର୍ବନାମର ପ୍ରୟୋଗ ବକ୍ତା, ଶ୍ରୋତା, ସଂବୋଧିତ ବ୍ୟକ୍ତି ବା ଅନ୍ୟ କାହା ପାଇଁ ହୋଇଛି ବୋଲି ଜଣାପଡ଼େ
ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
କୁନ୍ତୀଙ୍କ ମଧ୍ୟମ ପୁତ୍ର

Example

ପୁରୁଷ ଓ ସ୍ତ୍ରୀମାନଙ୍କର ଶାରୀରିକ ଗଠନ ଭିନ୍ନ
ବ୍ୟାକରଣ ଅନୁସାରେ ପୁରୁଷ ତିନି ପ୍ରକାରର
ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି
ଅର୍ଜୁନ ବହୁତ ବଡ଼