Home Oriya Odia Dictionary

Download Oriya Odia Dictionary APP

Malefic Oriya Odia Meaning

ଅକଲ୍ୟାଣକାରୀ, ଅନିଷ୍ଟକାରୀ, ଅମଙ୍ଗଳକାରୀ, ଅଶୁଭକାରୀ, ଅହିତକାରୀ

Definition

ଯାହା ଶୁଭ ନୁହେଁ
ଯେ ପ୍ରବୀଣ ନୁହେଁ
ଯେଉଁଥିରେ ହାନିଘଟେ ବା ଯାହା କ୍ଷତି ପହଞ୍ଚାଏ
ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ
ଯାହା କଲ୍ୟାଣକାରୀ ନୁହେଁ
ଯାହା ହିତକର ନୁହେଁ (ଆହାର)
ଅନିଷ୍ଟ ସୂଚକ ଉତ୍ପାତ

Example

ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ
ଅନିପୁଣ ଖେଳଳୀମାନେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କଲେ
ଅନିୟମିତ ଭୋଜନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
ତୁମର ଏହି କାମରେ ସମସ୍ତଙ୍କର