Home Oriya Odia Dictionary

Download Oriya Odia Dictionary APP

Malodour Oriya Odia Meaning

ପୋଚାଗନ୍ଧ, ସଢାଗନ୍ଧ

Definition

କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ମଳିନ ହେବାର ଅବସ୍ଥା ବା ଭାବ
ଖରାପ ଗନ୍ଧ

Example

ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ପ୍ରତିଦିନ ନ ଗାଧେଇବାରୁ ତା ଦେହରୁ ଦୁର୍ଗନ୍ଧ ବାହାରୁଛି