Home Oriya Odia Dictionary

Download Oriya Odia Dictionary APP

Man Oriya Odia Meaning

ଗୋଟି, ଦାନ, ନର, ପୁଅ, ପୁରୁଷ, ପୁଂସ, ମଣିଷ, ମଣିଷଜାତି, ମନୁଷ୍ୟ, ମରଦ, ମାନବ, ମାନବଜାତି, ଯୋଦ୍ଧା, ସାର, ସିପାହୀ, ସୈନିକ

Definition

ମଣିଷ ଜାତି ବା ଗୋଷ୍ଠୀ ଭିତରେ କୌଣସି ଜଣେ
ନର ଜାତିର ମନୁଷ୍ୟ
ବେତନ ନେଇ ସେବା କରୁଥିବା ଲୋକ
ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
ନିଜ

Example

ପୁରୁଷ ଓ ସ୍ତ୍ରୀମାନଙ୍କର ଶାରୀରିକ ଗଠନ ଭିନ୍ନ
ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି
ମାନବ ନିଜ ବୁଦ୍ଧି କାରଣରୁ