Home Oriya Odia Dictionary

Download Oriya Odia Dictionary APP

Manacle Oriya Odia Meaning

ହାତକଡୀ

Definition

କଏଦୀଆଦିଙ୍କ ହାତ ବାନ୍ଧିବାପାଇଁ ତାଙ୍କୁ ପିନ୍ଧାଇ ଦିଆଯାଉଥିବା ଲୁହାକଡ଼ା
ଅପରାଧୀମାନଙ୍କୁ ବାନ୍ଧି ରଖିବାପାଇଁ ସେମାନଙ୍କ ଗୋଡ଼ରେ ଯେଉଁ ଲୁହା କଡ଼ି ପିନ୍ଧାଇ ଦିଆଯାଏ
ଜମି ମାପିବାପାଇଁ ଧାତୁର ଏକ ଉପକରଣ
ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ଧାତୁରେ ତିଆରି ଜଞ୍ଜିର

Example

ସିପାହୀମାନେ ଚୋରହାତରେ ହାତକଡ଼ୀ ପିନ୍ଧାଇଦେଲେ
ସିପାହୀ ତା’ ଗୋଡ଼ରେ ବେଡ଼ି ପକାଇଦେଲେ
ପଟୱାରୀ ଜରିବରେ କୃଷକର ଜମି ମାପୁଥିଲା
କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ଜୀବଜନ୍ତୁ ମାନଙ୍କୁ ଦଉଡ଼ି ବା ଜଞ୍ଜିରରେ ବାନ୍ଧି ରଖନ୍ତି
ଶାଶୁ ମୁହଁଦେଖା ବାବଦ ତାକୁ ଗୋଟିଏ ଚେନ୍ ଦେଲେ