Home Oriya Odia Dictionary

Download Oriya Odia Dictionary APP

Management Oriya Odia Meaning

ଆୟୋଜନ, ପ୍ରବନ୍ଧ, ବନ୍ଦୋବସ୍ତ, ବରାଦ, ବ୍ୟବସ୍ଥା

Definition

କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
ସମାଜ ଦ୍ୱାରା

Example

ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
ଏହି କାର୍ଯ୍ୟଳୟର ବ୍ୟବସ୍ଥା ଏତେ ବେକାର ଯେ କିଛି ବି କାମ ଠିକ୍ ସମୟରେ ହେଉନାହିଁ
ସେ କାହାଣୀ,ଉପନ୍ୟାସର