Mandatory Oriya Odia Meaning
ଅନିର୍ବାଯ୍ୟ, ଆବଶ୍ୟକ, ନିଶ୍ଚିତ
Definition
ଯାହାର ଆବଶ୍ୟକତା ଅଛି
ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବ
Example
ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
Rude in Oriya OdiaSurgery in Oriya OdiaSinlessness in Oriya OdiaBahamian in Oriya OdiaRimeless in Oriya OdiaGet Along in Oriya OdiaFictitious in Oriya OdiaVoter in Oriya OdiaApprehension in Oriya OdiaJoyful in Oriya OdiaLaxness in Oriya OdiaVacuum in Oriya OdiaSchoolmistress in Oriya OdiaUnbounded in Oriya OdiaCapitulation in Oriya OdiaBackground in Oriya OdiaPuerility in Oriya OdiaNurse in Oriya OdiaFlirtatious in Oriya OdiaSnare in Oriya Odia