Home Oriya Odia Dictionary

Download Oriya Odia Dictionary APP

Manful Oriya Odia Meaning

ପୌରୁଷ

Definition

ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
ସାହସ ରଖିବାଲୋକ ବା ଯାହାଠାରେ ସହାସ ଅଛି
ଯେ ବୀରପୂର୍ବକ କୌଣସି କାମ କରେ
ଯାହା ପୁରୁଷ ସହିତ ସମ୍ବନ୍ଧିତ
ପୁରୁଷମାନଙ୍କର ଶକ୍ତି

Example

ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
ସାହସୀ ବ୍ୟକ୍ତି ନିଜ ସାହସଦ୍ୱାରା ବଡ଼ରୁବଡ଼ କାମ କରିଦେଖାଏ
ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ
ଏହି ଡାକ୍ତରଖାନାରେ କେବଳ ପୁରୁଷ ସମ୍ବ