Home Oriya Odia Dictionary

Download Oriya Odia Dictionary APP

Manifestation Oriya Odia Meaning

ପ୍ରତ୍ୟକ୍ଷୀକରଣ

Definition

ସାମ୍ନାକୁ ଆସିବା ବା ପ୍ରକଟ ହେବା କ୍ରିୟା ବା ଭାବ
ପ୍ରଥମେ ଅସ୍ତିତ୍ୱସହ ଯୁକ୍ତ ହେବା
ମନର ଭାବଆଦିକୁ ପ୍ରକାଶ କରିବା, କରିବା ବା ସ୍ପଷ୍ଟ ରୂପରେ ସାମନାକୁ ଆଣିବା କ୍ରି

Example

ଖମ୍ବରୁ ନରସିଂହଙ୍କ ଆବିର୍ଭାବ ହୋଇଥିଲା
ପୃଥିବୀରେ ସର୍ବ ପ୍ରଥମେ ଏକକୋଷୀୟ ଜୀବଙ୍କର ଉତ୍ପତ୍ତି ହୋଇଥିଲା
କବିତାରେ କବିର ନିଜସ୍ୱ ବିଚାରର ଅଭିବ୍ୟକ୍ତି ନିହିତ