Home Oriya Odia Dictionary

Download Oriya Odia Dictionary APP

Manufacturer Oriya Odia Meaning

ଉତ୍ପାଦନକାରୀ

Definition

ଯେ ଉତ୍ପାଦନ କରେ
ନିର୍ମାଣ କରିବା କିମ୍ବା ବନେଇବା ବ୍ୟକ୍ତି
ଫିଲିମ୍ ନିର୍ମାଣ କରୁଥିବା ବା ପ୍ରସ୍ତୁତ କରୁଥିବା ବ୍ୟକ୍ତି

Example

ଭାରତ ଏକ ଶସ୍ୟ ଉତ୍ପାଦକ ଦେଶ
ଏହି ଫିଲ୍ମର ନିର୍ମାତା ଅମିର ଖାନ୍‌
ଭାରତ ଅଗ୍ରଣୀ ଶସ୍ୟ ଉତ୍ପାଦନକାରୀ ଦେଶମାନଙ୍କ ତାଲିକାରେ ଅଛି
ମୋହନ ଜଣେ କୁଶଳ ଫିଲିମ୍-ନିର୍ମାତା ହେବାକୁ ଚାହୁଁଛି