Home Oriya Odia Dictionary

Download Oriya Odia Dictionary APP

Map Oriya Odia Meaning

ନକ୍ସା, ମାନଚିତ୍ର

Definition

ପୃଥିବୀ ବା ଆକାଶର କୌଣସି ଭାଗର, ସ୍ଥିତି ଅନୁସାରେ ତିଆରି ହୋଇଥିବା ଯେଉଁଚିତ୍ରରେ ଦେଶ, ନଗର, ନଦୀ, ପାହାଡ଼ ଆଦି ଦର୍ଶାଯାଇଥାଏ
ଘର, ଭବନଆଦି ତିଆରି କରିବା ପୂର୍ବରୁ ଭୂମି ଉପରେ କାନ୍ଥ, ବଖରାଆଦିର ରେଖାଙ୍କିତ ଚିତ୍ର
କୌଣସି କାମପାଇଁ ଯୋଜନା କରିବା

Example

ଏହା ଭାରତର ରାଜନୈତିକ ମାନଚିତ୍ର
ବାପା ଏହି ଘରର ନକ୍‌ସା ନିଜେ ତିଆରି କରିଥିଲେ
ସେ ଘରକୁ ଯିବାପାଇଁ ଯୋଜନା କରୁଛି
ପୁଲିସ୍‌ ତଥ୍ୟର ଅନୁସାନ୍ଧନ କରୁଛି