Home Oriya Odia Dictionary

Download Oriya Odia Dictionary APP

Marigold Oriya Odia Meaning

ଗେଣ୍ଡୁ

Definition

କନା, ଚମଡ଼ାଆଦିର ଏକ ଗୁଳା ଯେଉଁଥିରେ ଖେଳାଯାଏ
ବିଶେଷକରି ହଳଦିଆ ରଙ୍ଗର ହୋଇଥିବା ଏକ ସୁଗନ୍ଧିତ ଗୋଲାକାର ଫୁଲ
ଯେଉଁ ଗଛର ଫୁଲ ସୁଗନ୍ଧିତ ଓ ବିଶେଷକରି ହଳଦିଆ ରଙ୍ଗର ଓ ଚକାଳିଆ ହୋଇଥାଏ
ପର ଉଠିନଥିବା ଛୋଟ ଚଢ଼େଇ ଛୁଆ

Example

ମାଳୀ ମାଳା ତିଆରି କରିବାପାଇଁ ଗେଣ୍ଡୁଫୁଲ ତୋଳୁଛି
ସେ ତା ଘର ଆଗଅଗଣାରେ ଗେଣ୍ଡୁ ଲଗାଉଛି
କପୋତର କଅଁଳ ଛୁଆକୁ କୁଆ ଉଠେଇ ନେଇଗଲା