Home Oriya Odia Dictionary

Download Oriya Odia Dictionary APP

Masculinity Oriya Odia Meaning

ପୁରୁଷତ୍ୱ, ପୁରୁଷାର୍ଥ, ପୌରୁଷ

Definition

ବୀରହେବାର ଅବସ୍ଥା କିମ୍ବା ଭାବ
ପୁରୁଷର ଯୋଗ୍ୟ ବା ଉପଯୁକ୍ତ କାମ
ପୁରୁଷର ଭାବ ବା ଗୁଣ ଯାହାଦ୍ୱାରା ସେ ସନ୍ତାନ ଉତ୍ପତ୍ତି କରିପାରେ

Example

ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱ ପୃଥିବୀ ପ୍ରସିଦ୍ଧ
ବିନା ପୌରୁଷରେ ଜୀବନରେ କିଛି ମିଳେନାହିଁ
ତାର ପୁରୁଷତ୍ୱ ନାହିଁ