Home Oriya Odia Dictionary

Download Oriya Odia Dictionary APP

Mass Oriya Odia Meaning

ଅମାର, ଗଦା, ଚୟ, ଜନସମୂହ, ଜମା, ମାନବସମୂହ, ରାଶି, ସମ୍ଭାର, ସଂଶ୍ଳିଷ୍ଟ

Definition

କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ
ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
ନିର୍ଦ୍ଦିଷ୍ଟ ଲମ୍ବର ଆଧାର ଉପରେ କୌଣସି ଜିନିଷର ଲମ୍ବା, ଓସାର ଓ ଉଚ୍ଚତାଆଦିର ବିଚାର

Example

ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା
ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ସୋହନର ଅଣ୍ଟାର ମାପ ତିରିଶି ଇଞ୍ଚ
ସାକ୍ଷରତା ଉପରେ ବିଚାର-ବିମର୍ଶପାଇଁ ଏକ ସାଧାରଣ ସଭାର ଅୟୋଜନ କରାଗଲା
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଆଜି ସକାଳେ ମରିଗଲେ
ଗାନ୍ଧ