Massacre Oriya Odia Meaning
ଗଣହତ୍ୟା, ନରହତ୍ୟା, ଲୋକସଂହାର, ଲୋକହତ୍ୟା
Definition
କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
ବହୁତ ଲୋକଙ୍କୁ ଏକା ସାଙ୍ଗରେ କରାଯାଉଥିବା ହତ୍ୟା
କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କଦ୍ୱାରା ହିଁ ଅଚାନକ ଆକ୍ରମଣକରି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ହତ୍ୟା କରାଯାଏ
Example
ସେ ନିଜ ପିତାକୁ ହତ୍ୟା କଲା / ପ୍ରାଣୀ ହତ୍ୟା ମହାପାପ
ଗୁଜୁରାଟର ଗୋଧ୍ରା ଲୋକସଂହାର ଆମର ସଂକୀର୍ଣ୍ଣ ମାନସିକତା ପରିଚୟ ଦିଏ
ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିଲେ
Undissolved in Oriya OdiaLoafer in Oriya OdiaLimning in Oriya OdiaWith Happiness in Oriya OdiaIdea in Oriya OdiaPlace in Oriya OdiaStay in Oriya OdiaMain in Oriya OdiaGyration in Oriya OdiaRisky in Oriya OdiaAnswer in Oriya OdiaLearned Person in Oriya OdiaLoot in Oriya OdiaTwine in Oriya OdiaFourteenth in Oriya OdiaAdvice in Oriya OdiaMole in Oriya OdiaGravitational Force in Oriya OdiaImpermeable in Oriya OdiaPracticableness in Oriya Odia