Home Oriya Odia Dictionary

Download Oriya Odia Dictionary APP

Master Oriya Odia Meaning

ଅଧିକାରୀ, ଅଧିପତି, ଅଧୀଶ, ଓସ୍ତାଦ, କଳା କୋବିଦ, କଳାଗୁରୁ, କଳାବନ୍ତ, ଗୁରୁ, ଚୋର ଚାବି, ନାଥ, ପ୍ରଧାନ ଅଧ୍ୟାପକ, ପ୍ରଧାନାଚାର୍ଯ୍ୟ, ମାଲିକ, ମାଷ୍ଟର ଚାବି, ମୁଖ୍ୟ ଅଧ୍ୟାପକ, ଶିକ୍ଷକ, ସିଦ୍ଧ କଳାକାର, ସ୍ବାମୀ, ହାକିମ

Definition

ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଥିବା ବ୍ୟକ୍ତି
ବିଦ୍ୟା ବା କଳା ଶିଖାଇବା ବ୍ୟକ୍ତି
ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
ଯେଉଁ କଳାକାରଙ୍କର ସିଦ୍ଧି ହୋଇଅଛି
ସାଧୁସନ୍ଥମାନଙ୍କ ପାଇଁ ଏକ ସମ୍ବୋଧନ
ଯେଉଁ ମାନବକୃତ ବସ୍ତୁ ଶିକ୍ଷାଦିଏ ବା ଯାହାଠାରୁ ଶିକ୍ଷା ମିଳେ

Example

ମାଲିକ ଚାକର ଉପରେ ବିଗୁଡ଼ୁଥିଲେ
ଗୁରୁ ଓ ଛାତ୍ରଙ୍କ ସମ୍ବନ୍ଧ ମଧୁର ହେବା ଆବଶ୍ୟକ
ବିନା ଗୁରୁରେ ଜ୍ଞାନ ପ୍ରାପ୍ତି ଅସମ୍ଭବ
ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି