Home Oriya Odia Dictionary

Download Oriya Odia Dictionary APP

Matchstick Oriya Odia Meaning

ଡିଆସିଲ, ଦିଆସିଲ

Definition

କାଠର ଛୋଟ ସରୁ କାଠି ଯାହାର ଗୋଟିଏ ମୁଣ୍ଡ ଗନ୍ଧକ ଆଦି ଲଗାଯାଇଥିବାହେତୁ ତାକୁ ଘଷିଲେ ଜଳିଉଠେ
ବଡ ଡବା ଯେଉଁଥିରେ ଦିଆସିଲି କାଠିଗୁଡ଼ିକ ରଖାଥାଏ

Example

ମମତା ଦିଆସିଲିରେ ଧୂପକାଠି ଜଳାଉଛି
ଅଗରବତୀ ଜଳେଇବାପାଇଁ ଜେଜେମାଆ ଦିଆସିଲିରୁ କାଠି ବାହାର କରୁଛନ୍ତି