Home Oriya Odia Dictionary

Download Oriya Odia Dictionary APP

Mausoleum Oriya Odia Meaning

ସମାଧି ସ୍ତମ୍ଭ

Definition

କାହାରି କବର ଥିବା ଏକ ଅଟ୍ଟାଳିକା
ଯୋଗ ସାଧନର ଚରମାବସ୍ଥା
ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ ଶରୀର ବା ଅସ୍ଥିଆଦି ପୋତା ହୋଇଥାଏ
ଋଷି, ସନ୍ଥମାନଙ୍କର ସେହି ଅବସ୍ଥା ଯେଉଁଥିରେ ସେମାନଙ୍କ ସଜ୍ଞା ବା ଚେତନା

Example

ଲାଲକିଲ୍ଲା ଗୋଟିଏ ସମାଧି ସ୍ତମ୍ଭ
ସନ୍ଥ ସମାଧିରେ ଲୀନ ହୋଇଛନ୍ତି
ରାଜଘାଟରେ ଗାନ୍ଧୀଜୀଙ୍କ ସମାଧି ଅଛି
ମହର୍ଷି ଦଧିଚି ଦେବତାଙ୍କ କଲ୍ୟାଣପାଇଁ ସମାଧି ନେଇଥିଲେ