Home Oriya Odia Dictionary

Download Oriya Odia Dictionary APP

Meatless Oriya Odia Meaning

ନିରାମିଶ, ଶାକାହାର

Definition

ଯେଉଁଥିରେ ଆଇଁଷ ମିଶି ନଥାଏ
ଉଦ୍ଭିଦ ଜାତୀୟ ଖାଦ୍ୟ ଖାଉଥିବା ପ୍ରାଣୀ
ଯେ ବୃକ୍ଷଲତାକୁ ଖାଦ୍ୟରୂପେ ଗ୍ରହଣ କରେ

Example

ହିନ୍ଦୁ ଧର୍ମ-ଗ୍ରନ୍ଥ ଅନୁସାରେ ନିରାମିଷ ଭୋଜନ କରିବାଦ୍ୱାରା ଶରୀର ଓ ମନ ଶୁଦ୍ଧ ରହେ
ଛେଳି ଏକ ଶାକାହାରୀ ପ୍ରାଣୀ
ଶାକାହାରୀମାନଙ୍କୁ ମାଂସାହାରୀମାନଙ୍କ ଅପେକ୍ଷା ପଥୁରୀ ରୋଗ କମ୍ ହୁଏ