Home Oriya Odia Dictionary

Download Oriya Odia Dictionary APP

Mediate Oriya Odia Meaning

ଅନ୍ତବର୍ତ୍ତୀ, ମଝି, ମଧ୍ୟ, ମଧ୍ୟବର୍ତ୍ତୀ

Definition

ଯାହା ଭିତରର
ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
ମଧ୍ୟ ଭାଗ ବା ସ୍ଥାନ
ସଙ୍ଗୀତର ସାତ ସ୍ୱର ମଧ୍ୟରୁ ଚତୁର୍ଥ
ଯିଏ ଦୁଇ ଦଳ ବା ପକ୍ଷ ମଧ୍ୟରେ ର

Example

ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
ଘରର ମଝିରେ ଅଗଣା ଅଛି
ସେ ମଧ୍ୟମ ସ୍ୱରରେ ଗାଉଛି
ରାମ ଆଉ ଶ୍ୟାମର ଝଗଡ଼ା ମଝିରେ ସୋହନ ମଧ୍ୟସ୍ଥତା