Home Oriya Odia Dictionary

Download Oriya Odia Dictionary APP

Medical Oriya Odia Meaning

ଔଷଧୀୟ, ଚିକିତ୍ସାସେବା, ଡାକ୍ତରୀ ପରୀକ୍ଷା, ପରୀକ୍ଷା, ଯାଞ୍ଚ

Definition

ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
ଚିକିତ୍ସା ସମ୍ବନ୍ଧୀୟ
ଚିକିତ୍ସକଙ୍କ କାମ ବା ପେଶା
ଯେଉଁ ଶାସ୍ତ୍ରଦ୍ୱାରା ରୋଗକୁ ଚିହ୍ନିବା ଓ ତାହାର ଚିକିତ୍ସା ଚେରମୂଳଦ୍ୱାରା କିପରି କରାଯିବ ତାହାର ବିବେଚନା କରାଯାଇଥାଏ

Example

ଡାକ୍ତର ଚିକିତ୍ସାସେବାରେ ଲାଗିଛନ୍ତି
ସେ ଚିକିତ୍ସା କରି ତାଙ୍କ ପରିବାର ଭରଣପୋଷଣ କରନ୍ତି
ଆର୍ୟୁବେଦ ଅନୁସାରେ କୌଣସି ରୋଗର କାରଣ ଅମ୍ଲ, ପିତ୍ତ, ବା ବାତ ହିଁ ହୋଇଥାଏ