Home Oriya Odia Dictionary

Download Oriya Odia Dictionary APP

Meet Oriya Odia Meaning

ଘାଣ୍ଟିହେବା, ଛୁଆଁଇବା, ଛୁଏଁଇବା, ଦେଖାହେବା, ଭେଟହେବା, ସାକ୍ଷାତହେବା, ସ୍ପର୍ଶ କରେଇବା, ହଇରାଣ ହେବା

Definition

ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା ମେଳ ରଖିବାବାଲା
କୌଣସି ବସ୍ତୁଆଦିରେ ଅନ୍ୟ ବସ୍ତୁର ମିଳନ ହେବା

Example

ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍‌ ହୋଇଗଲେ
ଏହି ନଦୀ ସମୁଦ୍ରରେ ମିଶିଛି
ଆଜି ଜଣେ ଭଲ ମଣିଷସହ ଭେଟ ହେଲା
ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
ପ୍ରୟାଗ ରାଜଠାରେ ଗଂଗା ଓ ଯମୁନାର ସଂଗମ ହୋଇଛି
ସେ ନିଜ ଶତ୍ରୁର ଘୋର ବିରୋଧ କ