Home Oriya Odia Dictionary

Download Oriya Odia Dictionary APP

Memento Oriya Odia Meaning

ନିଶାଣ, ସ୍ମାରକ, ସ୍ମୃତିଚିହ୍ନ

Definition

କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ ଯାହାଦ୍ୱାରା ସେ ବସ୍ତୁର ଭିନ୍ନତା ନିରୂପିତ ହୁଏ
ସ୍ମୃତିପାଇଁ ଦିଆଯାଇଥିବା ବା ରଖାଯାଇଥିବା ବସ୍ତୁ
ମନେ ରଖିବା ଯୋଗ୍ୟ
ଯାହା ସ୍ମୃତି ରୂପରେ ରହେ

Example

ସବୁ ବସ୍ତୁର କିଛି ଲକ୍ଷଣ ରହିଥାଏ
ଏହି ଘର ଆମ ପୁର୍ବପୁରୁଷଙ୍କ ସ୍ମୃତିଚିହ୍ନ
ସମସ୍ତଙ୍କ ଜୀବନରେ ନିଶ୍ଚୟ କିଛି ନା କିଛି ସ୍ମରଣୀୟ ଘଟଣା ଘଟିଥାଏ
ସ୍ମରଣୀୟ ଘଟଣାଗୁଡ଼ିକୁ ଭୁଲିଯିବା କଷ୍ଟକର ହୋଇଥାଏ