Home Oriya Odia Dictionary

Download Oriya Odia Dictionary APP

Mention Oriya Odia Meaning

ଉଦ୍ଧରଣ, ଉଦ୍ଧୃତି, ଉଲ୍ଲେଖ କରିବା, ଚର୍ଚ୍ଚା କରିବା, ପ୍ରମାଣୋଲ୍ଲେଖ, ପ୍ରସଙ୍ଗ କରିବା, ରଚନା କରିବା

Definition

କାହା ବିଷୟରେ କିଛି କହିବାର ପ୍ରକ୍ରିୟା
ସନ୍ଦର୍ଭ ଦେବା ବା ସନ୍ଦର୍ଭ ରୂପରେ ପ୍ରୟୋଗ କରିବା

Example

ଆଜିକାଲିର ନେତାମାନେ ସମସ୍ୟାଗୁଡ଼ିକର ସମାଧାନ ନକରି ସଭାସମିତିରେ କେବଳ ତାର ଉଲ୍ଲେଖ ମାତ୍ର କରୁଛନ୍ତି