Home Oriya Odia Dictionary

Download Oriya Odia Dictionary APP

Merry-go-round Oriya Odia Meaning

ଚରଖି

Definition

ବର୍ଷା ଋତୁରେ ହେଉଥିବା ଏକ ଉତ୍ସବ ଯେଉଁଥିରେ ମୂର୍ତ୍ତିମାନଙ୍କୁ ଦୋଳିରେ ବସାଇ ଝୁଲାଯାଏ
ଛୋଟ ଛୁଆମାନଙ୍କପାଇଁ ଏକ ପ୍ରକାର ଦୋଳି
କାଠରେ ତିଆରି ହୋଇଥିବା ବଡ଼ ଚକ ଯେଉଁଥିରେ ଲୋକମାନେ ବସିବାପାଇଁ ତଥା ତଳଉପର ଘୁରିବାପାଇଁ ଛୋଟ ଛୋଟ ଚଉକି ଲଗାଯାଇଥାଏ

Example

ସେ ଝୁଲଣ ଯାତ୍ରା ଦେଖିବାପାଇଁ ପ୍ରତି ବର୍ଷ ଅଯୋଧ୍ୟା ଯାଇଥାଏ
ମା ଛୁଆକୁ ଦୋଳିରେ ଶୁଆଉଛନ୍ତି
ମେଳଣରେ ପିଲାମାନେ ରାମଦୋଳିରେ ବସିବାପାଇଁ ଜିଦ କରୁଥିଲେ
ସଙ୍ଗୀତଜ୍ଞ ହିଣ୍ଡୋଲା ରାଗ ଗାଉଛନ୍ତି