Home Oriya Odia Dictionary

Download Oriya Odia Dictionary APP

Message Oriya Odia Meaning

ଖବର, ସନ୍ଦେଶ

Definition

କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
ଯୌବନ କହୁଥିବା ସମାଚାର
ଯେଉଁ ସୂଚନା ଯାହା ରେଡିଓ, ଖବର କାଗଜଆଦିରେ ମିଳେ

Example

ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି
ଆମ ଗୁରୁଜୀ ଯେତେବେଳେ ବି କଲିକତା ଯାଆନ୍ତି, ସେଠାରୁ ସେ ବଙ୍ଗାଳି ମିଠେଇ ସନ୍ଦେଶ ଆଣିବାକୁ ଭୁଲନ୍ତି ନାହିଁ / ବଙ୍ଗାଳି ମିଠେଇମାନଙ୍କ ଭିତରେ ସନ୍ଦେଶର ଏକ ଅଲଗା