Home Oriya Odia Dictionary

Download Oriya Odia Dictionary APP

Messenger Oriya Odia Meaning

ବାର୍ତ୍ତାବହ

Definition

କୌଣସି ବିଶେଷ କାର୍ଯ୍ୟ କରିବାକୁ ବା ଖବର ପହଁଚାଇବାକୁ ଯାହାଙ୍କୁ ପଠାଯାଏ
ଯେଉଁ ଦୂତକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପଠାଯାଏ କିମ୍ବା ନିଯୁକ୍ତ କରାଯାଏ
ଯେ ଖବର ପହୁଞ୍ଚାଏ
ଯେଉଁ ବ୍ୟକ୍ତି ବାର୍ତ୍ତା ନେବା

Example

ଭଗବାନ ରାମ ଅଙ୍ଗଦଙ୍କୁ ଦୂତ ଭାବେ ରାବଣ ନିକଟକୁ ପଠାଇଲେ
କେତେଥର ଭାରତୀୟ ରାଜଦୂତମାନଙ୍କୁ ଅପମାନ କରିବାନେଇ ପାକିସ୍ଥାନ ଉପରେ ଆରୋପ ଲାଗିଛି
ଆଜିବି କେତେକ ସ୍ଥାନରେ ବାର୍ତ୍ତାବହ ପାରା