Metal Oriya Odia Meaning
ଧାତବୀୟ , ଧାତୁ, ମିଶ୍ର ଧାତୁ
Definition
ସେହି ଅସ୍ୱଚ୍ଛ ଚମକୁଥିବା ଖଣିଜ ପଦାର୍ଥ ଯେଉଁଥିରୁ ବାସନକୁସନ, ତାର, ଗହଣା, ଶସ୍ତ୍ରଆଦି ତିଆରିହୁଏ
ଯାହା ଧାତୁ ବିଷୟକ ବା ଧାତୁ ସମ୍ବନ୍ଧୀୟ
ବୈଦ୍ୟମାନଙ୍କ ଅନୁସାରେ ଶରୀର ନିର୍ମାଣରେ ସହାୟତା କରୁଥିବା ସାତଟି ଅନ୍ତଃତତ୍ତ୍ୱ ବା ପଦାର୍ଥ
ଶରୀରର ସେହି ଧା
Example
ସୁନା ଏକ ମୂଲ୍ୟବାନ ଧାତୁ
ନିଦା ହେବା ଲୁହାର ଏକ ଧାତବୀୟ ଲକ୍ଷଣ
ଆମ ଶରୀରରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଓ ଶୁକ୍ର - ଏଭଳି ସାତଟି ଧାତୁ ରହିଛି
ସେ ବୀର୍ଯ୍ୟ ସମ୍ବନ୍ଧୀ ରୋଗରେ ପୀଡ଼ିତ
ସଂସ୍କୃତରେ ଭୂ, କୃ ଇତ୍ୟାଦି ଧାତୁ
Sweat in Oriya OdiaAcquiescence in Oriya OdiaConcern in Oriya OdiaGirdle in Oriya OdiaBodice in Oriya OdiaConfusing in Oriya OdiaCongo in Oriya OdiaBuddha in Oriya OdiaTail in Oriya OdiaSolitudinarian in Oriya OdiaPorcupine in Oriya OdiaCharge in Oriya OdiaRaise in Oriya OdiaUkrainian in Oriya OdiaSwitzerland in Oriya OdiaSomali in Oriya OdiaAspect in Oriya OdiaUnborn in Oriya OdiaDoormat in Oriya OdiaPuppet in Oriya Odia