Home Oriya Odia Dictionary

Download Oriya Odia Dictionary APP

Meteor Oriya Odia Meaning

ଉଲକାପିଣ୍ଡ, ଉଲ୍‌କା

Definition

ଏକ ପ୍ରକାର ଚମକୁଥିବା ପିଣ୍ଡ ଯାହା ବେଳେବେଳେ ରାତିରେ ଆକାଶରେ ଏଣେତେଣେ ଗତିକରୁଥାଏ ବା ପୃଥିବୀ ଉପରେ ପଡ଼ିବାର ଦେଖିବାକୁ ମିଳେ

Example

ଶ୍ୟାମ ଖଗୋଳବିଜ୍ଞାନ ଅନ୍ତର୍ଗତ ଉଲ୍‌କା ସଂପର୍କରେ ଅଧ୍ୟୟନ କରୁଛି