Home Oriya Odia Dictionary

Download Oriya Odia Dictionary APP

Microscope Oriya Odia Meaning

ଅଣୁବୀକ୍ଷଣଯନ୍ତ୍ର, ସୂକ୍ଷ୍ମଯନ୍ତ୍ର

Definition

ଯେଉଁ ଯନ୍ତ୍ରଦ୍ୱାରା ଦେଖିଲେ ଛୋଟ ଛୋଟ ଜିନିଷ ବଡ଼ ଦେଖାଯାଏ
ବହୁତ ସୂକ୍ଷ୍ମ ବା ଛୋଟଛୋଟ କଥା ଚିନ୍ତାକରିବା ବା ବୁଝିପାରୁଥିବା ବ୍ୟକ୍ତି

Example

ବୈଜ୍ଞାନିକ ପରୀକ୍ଷାଗାରରେ ଅଣୁବୀକ୍ଷଣ ଯନ୍ତ୍ରରେ ଏମିବାକୁ ଦେଖୁଛନ୍ତି
ସୂକ୍ଷ୍ମଦର୍ଶୀ ବ୍ୟକ୍ତି କୌଣସି ବିଷୟର ଗଭୀରତାକୁ ଯାଇ ତାହାର କାରଣ ବୁଝିପାରନ୍ତି