Home Oriya Odia Dictionary

Download Oriya Odia Dictionary APP

Midget Oriya Odia Meaning

ଖର୍ବକାୟ ବ୍ୟକ୍ତି, ଗେଡା, ଛୁଆ, ଟିକି, ପିଲା, ବାମନ, ସାନ

Definition

ବହୁତ ବାଙ୍ଗରା ବା ଛୋଟ ଆକାରର ମଣିଷ
ଯେ ଉଚ୍ଚତାରେ ଛୋଟ
ଯାହାର ଆକାର ଛୋଟ
ଅଣ୍ଡିରା ଚଢ଼େଇ

Example

ସର୍କସରେ ବାମନର ଖେଳ ଦେଖି ପିଲାମାନେ ଖୁବ ଆନନ୍ଦିତ ହୋଇଗଲେ
ବାଙ୍ଗରା ଲୋକଟି ଲମ୍ଫଦେଇ ଗଛ ଡାଳକୁ ଧରିବାକୁ ଚେଷ୍ଟା କରୁଥିଲା
ମାଆ ପିଲାକୁ ଗାଳି ଦେଇ କହିଲେ, ମେଞ୍ଚଡ଼ ପିଲା ବହୁତ କଥା କହୁଛି
ଝାଡ଼