Home Oriya Odia Dictionary

Download Oriya Odia Dictionary APP

Mightiness Oriya Odia Meaning

ପରାକ୍ରମ, ବାହୁବଳ, ଭୁଜବଳ, ଶକ୍ତି

Definition

ଏଭଳି ଏକ ତତ୍ତ୍ୱ ଯାହା କୌଣସି କାର୍ଯ୍ୟ କରେ, କରାଏ ବା କ୍ରିୟାକର୍ମ ରୂପରେ ନିଜର ପ୍ରଭାବ ଦେଖାଏ
କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ଶରୀରର ବଳ
ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ

Example

ଏହି କାର୍ଯ୍ୟ କରିବା ସମୟରେ ଆପଣଙ୍କ ଶକ୍ତିର ପରିଚୟ ମିଳିବ
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି