Home Oriya Odia Dictionary

Download Oriya Odia Dictionary APP

Military Oriya Odia Meaning

ସୈନ୍ୟ, ସୈନ୍ୟଦଳ

Definition

ଯୁଦ୍ଧ ହେତୁ ପ୍ରଶିକ୍ଷିତ ଏବଂ ଅସ୍ତ୍ରଶସ୍ତ୍ରରେ ସଜାହୋଇଥିବା ସୈନ୍ୟଗଣ ବା ସିପାହୀ ସମୂହ
ସୈନ୍ୟ ସମ୍ବନ୍ଧୀୟ
ଅଣ୍ଡାକୁ ବିକଶିତ କରିବାପାଇଁ ପକ୍ଷୀଦ୍ୱାରା ଅଣ୍ଡାଉପରେ ବସି ତାକୁ ଗରମ ପହଞ୍ଚାଇବା
ସେବା କରିବା
ଆରା

Example

ଭାରତୀୟ ସେନା ଶତ୍ରୁମାନଙ୍କୁ ଛିନଛତ୍ର କରିଦେଲେ
ସୈନିକ ଦଳ ଜଙ୍ଗଲରେ ବିଶ୍ରାମ କରୁଛନ୍ତି
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ସେ ଘରେ କୁକୁଡ଼ାଗୁଡ଼ିକ ଅଣ୍ଡା ଉଷୁମାଉଛନ୍ତି
ଏବେ ମୋତେ ରାତିଦିନ ମାଲିକାଣୀଙ୍କ ମନ୍ଦବୁଦ୍ଧି ପିଲାଙ୍କ ସେବାକରିବାକୁ ପଡ଼ୁଛି
ଗାଁ ଲୋକମାନେ ନବରାତ୍ରିରେ