Home Oriya Odia Dictionary

Download Oriya Odia Dictionary APP

Milk Oriya Odia Meaning

କ୍ଷୀର, ଦୁଇଁବା, ଦୁଧ, ଦୁହିଁବା, ଦୋହନକରିବା, ପେୟ

Definition

ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
ଦୁଧରେ ପଡ଼ିଥିବା ଚାଉଳ
ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
ଗାଈ, ମଈଁଷି ଆଦିଙ୍କ ଚିରରୁ ଦୁଧ ବାହାରକରିବା
ଶସ୍ୟର କଞ୍ଚା ବା ସବୁଜ ମଞ୍ଜିର ରସ ଯାହା

Example

ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
ମୋତେ ଖିରୀ ବହୁତ ଭଲଲାଗେ
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
କକା ସବୁଦିନ ସଞ୍ଜେସକାଳେ ଗାଈ ଦୁହଁନ୍ତି
କଞ୍ଚା ମକା, ଗହମ ଆଦି ଛେଚିଲେ ସେଥିରୁ କ୍ଷୀର ବାହାରେ