Home Oriya Odia Dictionary

Download Oriya Odia Dictionary APP

Milky Way Oriya Odia Meaning

ଆକାଶଗଙ୍ଗା, ଛାୟାପଥ, ମନ୍ଦାକିନୀ, ସୁରନଦୀ

Definition

ଗଙ୍ଗାର ଯେଉଁ ଧାର ସ୍ୱର୍ଗରେ ଅଛି
ଅନେକ ତାରାର ଏକ ବିସ୍ତୃତ ରୂପ ଯାହା ଆକାଶରେ ଉତ୍ତର-ଦକ୍ଷିଣ ଦିଗରେ ବ୍ୟାପ୍ତ

Example

କୁହାଯାଏ ଯେ ଭଗୀରଥ ତପସ୍ୟା କରି ନିଜ ପୂର୍ବପୁରୁଷଙ୍କୁ ଉଦ୍ଧାର କରିବା ନିମନ୍ତେ ମନ୍ଦାକିନୀଙ୍କୁ ପୃଥିବୀ ଉପରକୁ ଆଣିଥିଲେ
ଆମେ ତାରାଗୃହରେ ଆକାଶଗଙ୍ଗାର ମନୋହର ଦୃଶ୍ୟ ଦେଖିଲୁ